Bhijei Dei Jaa Thare | Humane Sagar | Sidharth TV | Sidharth Music

2017-09-22 12:56 10653.2K

ବର୍ଷା ଥାଉ କି ନଥାଉ, ତୁ ନଥିଲେ ଜୀବନଟା ଶୁଖା ଶୁଖା ଲାଗେ, ଏକା ଏକା ଲାଗେ ... ତୋ ପ୍ରତୀକ୍ଷାରେ ମୁଁ ସବୁବେଳେ .. ସବୁଋତୁରେ.. ତୁ ଯୋଉଠି ଥା... ଥରୁଟିଏ ଖାଲି ମୋ ପାଖକୁ ଆ’... ତୁ ଆସିଲେ ହିଁ, ମୁଁ ଭିଜୁଥିବି ଆଉ ଭିଜୁଥିବି ତୋ’ରି ପ୍ରେମ ବର୍ଷାରେ... Song : Bhijei Dei Jaa Thare Album : Mun To Hero Singer : Human Sagar Lyrics : Arun Mantri Music Director : Asad Nizam Digital Design : Binay Sutar Recorded At: Sidharth Music Studio. Voice Dubbing & Mixing By: Swapnajit Sabat & Munna at Sidharth Music Studio Mastering By: Sitaram Agrawal & Swapnajit Sabat at Sidharth Music Studio Banner : Sidharth TV Producer : Sitaram Agrawal & Namita Agrawal Music Label : Sidharth Music ଭିଜେଇ ଦେଇ ଯା’ଥରେ,, ପ୍ରିୟାତୋ’ ପ୍ରେମ ବର୍ଷାରେ.. ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଈର୍ଷାରେ.. ତତେ ଚାହିଁ, ଶୋଇ ନାହିଁ ମୁଁ କାଲି ରାତିରେ.. ଥା’ ପଛେ ଯେତେ ଦୂରେ… ଆ’ ଥରେ ଆ’ ଥରେ… ତୁ.. ନାହୁଁ ସବୁତ ଅଧା ବହୁଦିନୁ ହେଇନି ଓଦା ଦର ମରା ମୁଁ ତୋ’ବିନା... ମନ ମୋର ଶୁଖିଲା ମାଟି ଛିଟା ତୋର ଦେଇଯା’ ଛାଟି କରୁ କାଇଁ ତୁ ବାହାନା... ଏକା ଏକା, ଲାଗେ ଏକା ତୋ ବିନା ସାଥିରେ.. ଥା’ ପଛେ ଯେତେ ଦୂରେ.. ଆ’ ଥରେ ଆ’ ଥରେ.. ତୁ.. ଥରେ ଆସିବୁ ବୋଲି, ମତେ ଆସି ଡାକିବୁ ବୋଲି ଖୋଲା ଅଛିମୋ ଝରକା.. କହେ ଆସି ଶ୍ରାବଣ ଋତୁ ମନେ କାଇଁ ରଖିଚୁ କିନ୍ତୁ ମତେ ବାଧେରେ ଅଧିକା.. ତୋ’ଚେହେରା, ନାଚେ ପରା ମୋ ଦୁଇ ଆଖିରେ.. ଥା’ ପଛେ ଯେତେ ଦୂରେ… ଆ’ ଥରେ ଆ’ ଥରେ… OPERATOR CODES: Vodafone Subscribers Dial 5379675559 Airtel Subscribers Dial 5432116291341 Idea Subscribers Dial 567899675559 Tata DoCoMo Subscribers sms SET 9675559 To 543211 BSNL (South / East) Subscribers sms BT 9675559 To 56700 Aircel (South / East) Subscribers sms DT 9675559 To 53000 Tata Indicom Subscribers sms WT 9675559 To 12800 Uninor Subscribers sms ACT CT 9675559 To 51234 BSNL (North / West) Subscribers sms BT 6714663 To 56700 Aircel (North / West) Subscribers sms DT 6714663 To 53000 "Sidharth Music" ଏବଂ "Sidharth TV" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Sidharth Music" ଏବଂ "Sidharth TV" ର YouTube Channelକୁ Subscribe କରନ୍ତୁ ଓ Bell ର Button 🔔 ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I #SidharthMusic #SidharthTV #SitaramAgrawal #NamitaAgrawal

Download Now